Hindusthan Samachar
Banner 2 सोमवार, मई 21, 2018 | समय 01:16 Hrs(IST) Sonali Sonali Sonali Singh Bisht

କର୍ଣ୍ଣାଟକ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ କଂଗ୍ରେସର ଧାରଣା

By HindusthanSamachar | Publish Date: May 18 2018 3:28PM
ଭୁବନେଶ୍ୱର, ୧୮ ମଇ - କର୍ଣ୍ଣାଟକ ରାଜନୀତିରେ ରାଜ୍ୟପାଳଙ୍କ ଭୂମିକାକୁ ବିରୋଧ କରି ଏଆଇସିସିର ନିଷ୍ପତି ଅନୁଯାୟୀ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡିଶା ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗ ଧାରଣା ଦେବା ସହ ନାରାବାଜି କରିଥିଲେ । ଏହସହ କଂଗ୍ରେସର ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକଙ୍କ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ , ପୂର୍ବତନ ସଭାପତି ଜୟଦେବ ଜେନା , କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ , ଚିରଂଜୀବୀ ବିଶ୍ୱାଳ , ଏଆଇସିସି ସମ୍ପାଦକ ଆଦିତ୍ୟ ଶର୍ମା , ଗଣେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ୟେଦୁରପ୍ପାଙ୍କ ଶପଥ ଗ୍ରହଣ ସମୀକ୍ଷା ପାଇଁ ସୁପ୍ରିମ୍ କୋର୍ଟର ୩... For More details Please login to Hindusthan Samachar
image