Hindusthan Samachar
Banner 2 सोमवार, नवम्बर 19, 2018 | समय 14:25 Hrs(IST) Sonali Sonali Sonali Singh Bisht

ବରଦା ପ୍ରସନ୍ନ ଦାସ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ନିଯୁକ୍ତ

By HindusthanSamachar | Publish Date: May 18 2018 3:29PM
ବରଦା ପ୍ରସନ୍ନ ଦାସ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ନିଯୁକ୍ତ
ଭୁବନେଶ୍ୱର, ୧୮ ମଇ - ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବରଦା ପ୍ରସନ୍ନ ଦାସ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ଶ୍ରୀ ଦାସ ଓଡିଶା ସୂଚନା ସେବାରେ ଟିଟିଲାଗଡ, ନୟାଗଡ , ଭୁବନେଶ୍ୱର , କଟକ , ବାଙ୍କୀ , ଅନୁଗୁଳ , ଦେବଗଡ ଏବଂ ଡେପୁଟେସନ୍ ରେ ବିଏମସିର ଓଏସଡି (ସାନିଟେସନ୍) ଭାବେ ପ୍ରାୟ ୩୩ ବର୍ଷରୁ ଅଧିକ ସମୟ କାର୍ୟ୍ୟ ସମ୍ପାଦନ କରିବା ପରେ ଉପନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ............
image