Hindusthan Samachar
Banner 2 रविवार, अप्रैल 21, 2019 | समय 07:38 Hrs(IST) Sonali Sonali Sonali Singh Bisht

କେନ୍ଦୁଝର ଜିଲ୍ଲାରେ ପ୍ରବଳ କୁଆପଥର ମାଡ :

By HindusthanSamachar | Publish Date: Apr 17 2019 9:02PM
କେନ୍ଦୁଝର ଜିଲ୍ଲାରେ ପ୍ରବଳ କୁଆପଥର ମାଡ :
୫ ଏକରରୁ ଅଧିକ ଫସଲ ନଷ୍ଟ : ଏକାଧିକ ପକ୍ଷୀ ମଧ୍ୟ ମୃତ କେନ୍ଦୁଝର,୧୭ ଏପ୍ରିଲ (ହି.ସ.) - କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ କାଳ ବୈ÷ଶାଖି ର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ କୁଆପଥର ମାଡ ରେ ୫ ଏକର ରୁ ଅଧିକ ଫସଲ ନଷ୍ଟ ହୋଇଯିବା ସହ ଏକାଧିକ ପକ୍ଷୀ ମୃତବରଣ କରିଛନ୍ତି । ବୁଧବାର ଦିନ ମଧ୍ୟହ୍ନ ପ୍ରାୟ ୧. ୧୫ ମିନିଟ ସମୟରେ ସଦର ବ୍ଲକର ଶଙ୍କିରି ଗ୍ରାମପନ୍ଚାୟତ ର ପୋଟଳ ଗାଁ ରେ ଖୁବ ଜୋରରେ ପବନ ବୋହିବା ସହ ବର୍ଷା ଓ ପ୍ରବଳ କୂଆ ପଥର ମାଡ ହୋଇଥିଲା । ଏହି କୂଆପଥର ମାଡରେ ପ୍ରାୟ ୫ ଏକର ରେ ହୋଇଥିବା ପରିବା ଚାଷ ଜହ୍ନୀ , ବିଲାତି , କୋବି , ରୁମାଝୁଇଁ ଆଦି ପନିପରିବା ନଷ୍ଟ ହୋଇଯାଇଛି । ଆହୁରି ମଧ୍ୟ ଏହି କୂଆପଥର ମାଡରେ ଏକାଧିକ ପକ୍ଷୀ ଙ୍କର ମୃତ ହେବା ସହ ଅନେକ ଆହାତ ହୋଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ବିଭୁତି/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image