Hindusthan Samachar
Banner 2 रविवार, अप्रैल 21, 2019 | समय 08:31 Hrs(IST) Sonali Sonali Sonali Singh Bisht

ମଦ ଜବତ, ବେପାରୀ କୋର୍ଟ ଚାଲାଣ

By HindusthanSamachar | Publish Date: Apr 17 2019 8:56PM
ମଦ ଜବତ, ବେପାରୀ କୋର୍ଟ ଚାଲାଣ
କୋରାଇ, ୧୭ ଏପ୍ରିଲ (ହି.ସ.) - କୋରାଇ ପୁଲିସ ଚୋରା ମଦ ବେପାରୀକୁ ଗିରଫ କରିବା ସହ ତାନିକଟୁ ମଦ ଜବତ କରିବା ସହ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । କନ୍ତୋର ପଂଚାୟତର ପୂର୍ବକୋଟ ସ୍କୁଲ ନିକଟରେ ମଦ ବିକ୍ରିର ଖବର ପାଇ ପୁଲିସ ଚଢାଉ କରିଥିଲା । ପୂର୍ବକୋଟ ଗ୍ରାମର ଟୁଲି ବୁଜିକୁ ଧରିବା ପରେ ତା ନିକଟରୁ ୧୫ ବୋତଲ ଅଫିସର ଚଏସ, ୨ ବୋତଲ ଡିଲକ୍ସ ଗ୍ରୀନ ହୁସ୍କି ଜବତ କରାଯାଇଥିଲା । ଏ ନେଇ ଏକ ମାମଲା ୭୭/୧୯ରୁଜ୍ଜୁ କରାଯାଇ ଦଫା ୫୨(ଏ) ଓଡିଶା ଏକ୍ସସାଇଜ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି .......................................
लोकप्रिय खबरें
फोटो और वीडियो गैलरी
image