Hindusthan Samachar
Banner 2 रविवार, अप्रैल 21, 2019 | समय 08:16 Hrs(IST) Sonali Sonali Sonali Singh Bisht

ଜମିବାଡି ଗଣ୍ଡଗୋଳକୁ ନେଇ ଦୁଇ ଆହତ

By HindusthanSamachar | Publish Date: Apr 17 2019 8:49PM
ଜମିବାଡି ଗଣ୍ଡଗୋଳକୁ ନେଇ ଦୁଇ ଆହତ
କେନ୍ଦ୍ରାପଡ଼ା,୧୭ଅପ୍ରେଲ(ହି.ସ.) - କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ବାରିମୁଳ ବଙ୍ଗାଳସାହି ଗ୍ରାମରେ ଏକ ଜମିଜମା ବିବାଦକୁ କେନ୍ଦ୍ରକରି ମାଡପିଟ୍ ହେବା ଫଳରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଗ୍ରାମର ମହାଦେବ ବେହେରା ଓ ବଳରାମ ବେହେରାଙ୍କର ତାଙ୍କ ପଡିଶା ସହିତ ଜମିବାଡି ବିବାଦକୁ ନେଇ ପାଟିତୁଣ୍ଡ ହେବା ସହ ମାଡଗୋଳ ହୋଇଥିଲା । ଫଳରେ ମହାଦେବ ଓ ବଳରାମ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image