Hindusthan Samachar
Banner 2 रविवार, अप्रैल 21, 2019 | समय 07:54 Hrs(IST) Sonali Sonali Sonali Singh Bisht

ଶାସକ ଦଳର ବ୍ୟାନର ହଟିଲା

By HindusthanSamachar | Publish Date: Apr 17 2019 8:28PM
ଶାସକ ଦଳର ବ୍ୟାନର ହଟିଲା
ଧର୍ମଶାଳା,୧୭ଅପ୍ରେଲ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୃନ୍ଦାଦେଇପୁର ହାଟ ପଡିଆସ୍ଥ ମଠ ପରିସରରେ ଶାସକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ନିମନ୍ତେ ବ୍ୟାନର ଲଗାଯାଇଥିଲା । ଯାହାକୁ ନେଇ ଆଚରଣ ବିଧି ଉଲଂଘନ କରି ଏହି ବ୍ୟାନର ଲଗାଯାଇଥିଲା । ଆଜି ଅପରାହ୍ନରେ ଏହି ରାସ୍ତା ଦେଇ ଯାଉଥିବା ଫ୍ଲାଇଁ ସ୍କ୍ୱାଡ ନଜରରେ ପଡିଯାଇଥିଲା । ସ୍କ୍ୱାର୍ଡଙ୍କ ନିର୍ଦ୍ଧେଶ କ୍ରମେ ଏଠାରୁ ବ୍ୟାନର ହଟାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
लोकप्रिय खबरें
फोटो और वीडियो गैलरी
image