Hindusthan Samachar
Banner 2 शुक्रवार, अप्रैल 19, 2019 | समय 21:46 Hrs(IST) Sonali Sonali Sonali Singh Bisht

ଓକିଲଙ୍କ ବିୟୋଗରେ ଶୋଭସଭା

By HindusthanSamachar | Publish Date: Apr 17 2019 8:29PM
ଓକିଲଙ୍କ ବିୟୋଗରେ ଶୋଭସଭା
ମାଲକାନଗିରି,୧୭ ଏପ୍ରିଲ(ହି.ସ)- ହୃଦଘାତରେ ସରକାରୀ ଓକିଲ ପ୍ରଳୟକାନ୍ତି ଗାଇନ୍ ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ବିୟୋଗରେ ମାଲକାନଗିରି ଓକିଲ ସଂଘ ପରିସରରେ ସଂଘର ସମ୍ପାଦକ ଲମ୍ବୋଧର ତୁରୁକଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ କୋର୍ଟରୁ ମାଜିଷ୍ଟ୍ରେଟ, ଓକିଲ ସଂଘର କର୍ମକର୍ତା ଓ ସମସ୍ତ ଆଇନଜୀବି ମାନେ ଉପସ୍ଥିତ ରହି ତାଙ୍କର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ
लोकप्रिय खबरें
फोटो और वीडियो गैलरी
image