Hindusthan Samachar
Banner 2 शनिवार, मार्च 23, 2019 | समय 14:11 Hrs(IST) Sonali Sonali Sonali Singh Bisht

ଆସୀନ ବିଧାୟକଙ୍କୁ ଦଳୀୟ ଟିକେଟ ନଦେବାକୁ ନେଇ ବିଜେଡ଼ିରେ ବିଦ୍ରୋହ

By HindusthanSamachar | Publish Date: Mar 16 2019 9:19PM
ଆସୀନ ବିଧାୟକଙ୍କୁ  ଦଳୀୟ ଟିକେଟ ନଦେବାକୁ ନେଇ ବିଜେଡ଼ିରେ ବିଦ୍ରୋହ
ଭୁବନେଶ୍ୱର,୧୬ ମାର୍ଚ୍ଚ(ହି.ସ.)- ବିଜେଡ଼ିର ବରିଷ୍ଠ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରି ଟିକେଟ ଦିଆନଗଲେ ତାର ପରିଣାମ ଭୟଙ୍କର ହେବ ବୋଲି କର୍ମୀ ସମ୍ମିଳନୀ ବୈଠକରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଯେଉଁମାନଙ୍କୁ ବିଜେଡ଼ିକୁ ଅଣାଯାଉଛି ତାଙ୍କୁ ଅନ୍ୟତ୍ର ଥଇଥାନ କରାଯାଉ । ନୂଆକରି ଯେଉଁମାନେ ଦଳକୁ ଆସିଛନ୍ତି ସେମାନଙ୍କ ପାଇଁ ଆସୀନ ବିଧାୟକଙ୍କର ଟିକେଟ କଟାନଯାଉ ବୋଲି ଦାବି କରାଯାଇଥିଲା । ବିଜେଡ଼ି ଦଳରେ ଯୋଗଦେଇଥିବା କଂଗ୍ରେସ ନେତା ବିକ୍ରମ ପଣ୍ଡାଙ୍କର ସମ୍ଭାବ୍ୟ ପ୍ରାଥିତ୍ୱକୁ ଏବଂ ଚ୍ୟାଉ ପଟ୍ଟନାୟକଙ୍କୁ ସେ ବିଭିନ୍ନ ପ୍ରଲୋଭନ ଦେଖାଉଥିବା ଘଟଣାକୁ ନେଇ କର୍ମୀ ସମ୍ମିଳନୀ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image