Hindusthan Samachar
Banner 2 गुरुवार, मार्च 21, 2019 | समय 21:44 Hrs(IST) Sonali Sonali Sonali Singh Bisht

ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ ମିଳିଲା ପରେ ପ୍ରାର୍ଥୀ ତାଲିକା ବିଧିବଦ୍ଧ ଭାବେ ଘୋଷଣା କରାଯିବ - ପ୍ରଦୀପ ମାଝୀ

By HindusthanSamachar | Publish Date: Mar 16 2019 9:20PM
ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ ମିଳିଲା ପରେ ପ୍ରାର୍ଥୀ ତାଲିକା ବିଧିବଦ୍ଧ ଭାବେ ଘୋଷଣା କରାଯିବ - ପ୍ରଦୀପ ମାଝୀ
ଭୁବନେଶ୍ୱର,୧୬ ମାର୍ଚ୍ଚ(ହି.ସ.)- ଆସନ୍ତା ନିର୍ବାଚନ ପାଇଁ ପ୍ରାଥି ତାଲିକା ନେଇ ଏଆଇସିସି ସ୍କ୍ରିନିଂ କମିଟିରେ ଚୟନ କରାଯିବା ପରେ ସିଇସିଙ୍କୁ ଅନୁମୋଦନ ପାଇଁ ପଠାଯାଇଛି । ରାଷ୍ଟ୍ରୀୟ ସଭାପତିଙ୍କ ଅନୁମୋଦନ ମିଳିଲା ପରେ ପ୍ରାର୍ଥୀ ତାଲିକା ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଜି ପୁଣି ସ୍କ୍ରିନିଂ କମିଟିର ବୈଠକ ବସିବ । ସେଥିରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ତାଲିକା ଉପରେ ଆଲୋଚନା କରାଯିବ । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image