Hindusthan Samachar
Banner 2 गुरुवार, मार्च 21, 2019 | समय 21:50 Hrs(IST) Sonali Sonali Sonali Singh Bisht

ଧାନମଣ୍ଡଳଠାରେ ହାଇମାକ୍ସ ଲାଇଟ ଅଚଳ

By HindusthanSamachar | Publish Date: Mar 16 2019 9:11PM
ଧାନମଣ୍ଡଳଠାରେ ହାଇମାକ୍ସ ଲାଇଟ ଅଚଳ
ଧର୍ମଶାଳା,୧୬ମାର୍ଚ୍ଚ(ହି.ସ.)- ଯାଜପୁର ଜିଲା ବଡଚଣା ବ୍ଲକ ଧାନମଣ୍ଡଳସ୍ଥିତ ଦର୍ପଣ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ହାଇମାକ୍ସ ଲାଇଟ ଦୀର୍ଘ ଦିନ ହେବ ଅଚଳ ହୋଇପଡିଛି । ଫଳରେ ସନ୍ଧ୍ୟା ଓ ରାତି ସମୟରେ ଏହି ମୁଖ୍ୟ ଧାନମଣ୍ଡଳ ମୁଖ୍ୟ ବଜାରକୁ ଆସୁଥିବା ଜନସାଧାଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଥି ସହ ଧାନମଣ୍ଡଳ ରେଲୱେ ଷ୍ଟେସନକୁ ଆସୁଥିବା ରେଳଯାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏବଂ ଅନ୍ଧାରର ସୁଯୋଗ ନେଇ ଦୃବୃତମାନେ ଦୋକନମାନଙ୍କରେ ଲୁଟପାଟ କରିବା ସହ ରେଳ ଯାତ୍ରୀଙ୍କଠାରୁ ବ୍ୟାଗ ଲୁଟ କରି ସୁରଖୁରରେ ଖସି ଚାଲି ଯାଉଛନ୍ତି । ଏନେଇ ବ୍ଲକ ପ୍ରଶଶସନ ନିକଟରେ ବାରମ୍ବାର ପଂଚାୟତବସୀ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏହି ଅଂଚଳ ପ୍ରତି ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
लोकप्रिय खबरें
फोटो और वीडियो गैलरी
image