Hindusthan Samachar
Banner 2 गुरुवार, मार्च 21, 2019 | समय 21:01 Hrs(IST) Sonali Sonali Sonali Singh Bisht

ସୁଶିଲ କୁମାର ରାଉତ ହେଲେ ପୁରୀ ଜିଲ୍ଲା ବିଜୁ ଜନତାଦଳର ସମ୍ପାଦକ

By HindusthanSamachar | Publish Date: Mar 16 2019 9:05PM
ସୁଶିଲ କୁମାର ରାଉତ ହେଲେ ପୁରୀ ଜିଲ୍ଲା ବିଜୁ ଜନତାଦଳର ସମ୍ପାଦକ
ଭୁବନେଶ୍ୱର, ୧୬ ମାର୍ଚ୍ଚ(ହି.ସ.)- ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସଭାପତି ଭାବେ ଶ୍ରୀ ପ୍ରମୋଦ କୁମାର ରାଉତରାୟ ଏବଂ କଣାସ ବ୍ଲକ ସଭାପତି ଭାବେ ଶ୍ରୀ ସୁରେଶ କୁମାର ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଂପାଦକ ଭାବରେ ଶ୍ରୀ ସୁଶିଲ କୁମାର ରାଉତଙ୍କୁ ନିଯୁକ୍ତ କରିଛନ୍ତି ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image