Hindusthan Samachar
Banner 2 गुरुवार, अप्रैल 25, 2019 | समय 15:34 Hrs(IST) Sonali Sonali Sonali Singh Bisht

ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ

By HindusthanSamachar | Publish Date: Dec 8 2018 8:46PM
ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ
କଟକ, ୮ ଡିସେମ୍ବର (ହି.ସ.)- ସ୍ୱାଇନ ଫ୍ଲୁ ରୋଗରେ ପୀଡ଼ିତ ହୋଇ ଗତ ତିନି ଦିନ ଧରି ଏସସିବି ମେଡିକାଲରେ ଚିକିତ୍ସାଧିନ ଥିବା ଜଣକର ଆଜି ମୃତ୍ୟୁ ଘଟିଛି । ମୃତକ ଜଣକ କଟକ ଜିଲ୍ଲା ତେଣ୍ଡାଗୁଡ଼ା ଅଂଚଳର ବୋଲି ଜଣାପଡିଛି । ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
लोकप्रिय खबरें
फोटो और वीडियो गैलरी
image