Hindusthan Samachar
Banner 2 गुरुवार, दिसम्बर 13, 2018 | समय 03:50 Hrs(IST) Sonali Sonali Sonali Singh Bisht

ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୪ ଗିରଫ

By HindusthanSamachar | Publish Date: Dec 8 2018 8:35PM
ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୪ ଗିରଫ
ଭୁବନେଶ୍ୱର, ୮ ଡିସେମ୍ବର (ହି.ସ)- ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯିବା ସହ ୫ଟି ବଜ୍ରକାପ୍ତାକୁ କ୍ରାଇମବ୍ରାଂଚ ଉଦ୍ଧାର କରିଛି ବୋଲି ଏଡିଜି ସନ୍ତୋଷ ଉପାଧ୍ୟାୟ ପ୍ରକାଶ କରିଛନ୍ତି । ଉଦ୍ଧାର କରାଯାଇଥିବା ବଜ୍ରକାପ୍ତା ଗୁଡ଼ିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ୪ ଜଣ ଯାକ ୨୨ ଲକ୍ଷ ଟଙ୍କାରେ ଏହି ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ନେଉଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
image