Hindusthan Samachar
Banner 2 सोमवार, दिसम्बर 10, 2018 | समय 12:51 Hrs(IST) Sonali Sonali Sonali Singh Bisht

ସୂର୍ଯ୍ୟ ମନ୍ଦିର ପରିଦଦର୍ଶନ କଲେ ଅଷ୍ଟ୍ରେଲିଆ ହକି ଦଳ

By HindusthanSamachar | Publish Date: Dec 8 2018 8:35PM
ସୂର୍ଯ୍ୟ ମନ୍ଦିର ପରିଦଦର୍ଶନ କଲେ ଅଷ୍ଟ୍ରେଲିଆ ହକି ଦଳ
ଭୁବନେଶ୍ୱର, ୮ ଡିସେମ୍ବର (ହି.ସ)- ଅଷ୍ଟ୍ରେଲିଆ ହକି ଦଳ ଆଜି କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦଦର୍ଶନ କରିଥିଲେ । ଏହି ମନ୍ଦିରରେ ଥିବା ୟୁନିକ୍ ଆର୍ଚିଟେକ ଓ ଅଦ୍ୱିତୀୟ କଳା ସ୍ଥାପତ୍ୟକୁ ଅତି ଉଚ୍ଚ ପ୍ରଶଂସା କରିଥିଲେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଟିମ୍ ସେଠାକୁ ଯାଇଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
image