Hindusthan Samachar
Banner 2 गुरुवार, फरवरी 21, 2019 | समय 06:46 Hrs(IST) Sonali Sonali Sonali Singh Bisht

ଗ୍ୟାସ ଟାଙ୍କି ଫାଟି ମା, ପୁଅ ଗୁରୁତର

By HindusthanSamachar | Publish Date: Dec 8 2018 8:34PM
ଗ୍ୟାସ ଟାଙ୍କି ଫାଟି ମା, ପୁଅ ଗୁରୁତର
ଭୁବନେଶ୍ୱର, ୮ ଡିସେମ୍ବର (ହି.ସ)- ବ୍ରହ୍ମପୁରର ଗାୟତ୍ରୀ ନଗରରେ ରୋଷେଇ କରିବା ସମୟରେ ଘଟିଥିବା ଗ୍ୟାସ ଲିକ୍ ହୋଇ ଟାଙ୍କି ଫାଟିବା ଘଟଣାର ମା ସନ୍ତୋଷିନୀ ପଣ୍ଡା ଓ ପୁଅ ମାଧବ ପଣ୍ଡା ଗୁରୁତର ଆହତ ହୋଇ ଏମକେସିଜି ମେଡ଼ିକାଲ କଲେଜରେ ଭର୍ତି ହୋଇଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
चुनाव 2018
image