Hindusthan Samachar
Banner 2 गुरुवार, फरवरी 21, 2019 | समय 07:00 Hrs(IST) Sonali Sonali Sonali Singh Bisht

ବେଂଚ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋମଯଜ୍ଞ

By HindusthanSamachar | Publish Date: Dec 8 2018 8:35PM
ବେଂଚ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋମଯଜ୍ଞ
ଭୁବନେଶ୍ୱର, ୮ ଡିସେମ୍ବର (ହି.ସ)- ବଲାଙ୍ଗୀରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ବ୍ରାହ୍ମଣ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋମଯଜ୍ଞ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
चुनाव 2018
image