Hindusthan Samachar
Banner 2 शनिवार, फरवरी 16, 2019 | समय 19:09 Hrs(IST) Sonali Sonali Sonali Singh Bisht

ବ୍ରାଉନସୁଗାର କାରବାରେ ଅଭିଯୁକ୍ତ କୋର୍ଟ ଚାଲାଣ

By HindusthanSamachar | Publish Date: Dec 8 2018 8:35PM
ବ୍ରାଉନସୁଗାର କାରବାରେ ଅଭିଯୁକ୍ତ କୋର୍ଟ ଚାଲାଣ
ଭୁବନେଶ୍ୱର, ୮ ଡିସେମ୍ବର (ହି.ସ)- ଭୁବନେଶ୍ୱରର ସ୍ଥାନୀୟ ଲକ୍ଷ୍ମୀସାଗରସ୍ଥିତ ହଳଦୀପଡ଼ିଆଠାରେ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ ପୋଲିସ ସଂଜୟ ମହାନ୍ତିଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି । ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ଜଣାପଡ଼ିଛି । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
चुनाव 2018
image