Hindusthan Samachar
Banner 2 रविवार, दिसम्बर 16, 2018 | समय 06:15 Hrs(IST) Sonali Sonali Sonali Singh Bisht

ବିଜେଡିର ଆମ ଗାଁ ଆମ ବିକାଶ ପଦଯାତ୍ରା

By HindusthanSamachar | Publish Date: Dec 8 2018 8:26PM
ବିଜେଡିର ଆମ ଗାଁ ଆମ ବିକାଶ ପଦଯାତ୍ରା
ନିମାପଡ଼ା, ୦୮ ଡିସେମ୍ବର(ହି.ସ.) - ନିମାପଡା ବ୍ଲକ ବିଜେଡି ପକ୍ଷରୁ ଆମ ଗାଁ ଆମଗାଁ ବିକାଶର କଥା ଲୋକମାନଙ୍କ ନିକଟରେ ପଂହଚାଇବା ପାଇଁ ଆଜି ଗୋପୀନାଥପୁର ଗ୍ରାମପଂଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନିମାପଡା ବିଧାୟକ ସମୀର ରଂଜନ ଦାଶଙ୍କ ନେତୃତ୍ୱରେ ଦଳୀୟ କର୍ମୀାମାନେ ବାୟାବର ସ୍କୁଲ ଠାରୁ ପଦଯାତ୍ରାରେ ବାହାରି ଗୋପିନାଥପୁର ସ୍ଥିତ ଦୈତାରୀ ଠାକୁରାଣୀଙ୍କ ପୀଠରେ ସମାବେଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ପୂର୍ବତନ ବ୍ଲକ ଚେୟାରମ୍ୟାନ ପ୍ରଦୀପ୍ତ ଖଟୋଇ,ଜିଲ୍ଲ ପରିଷଦ ସଭ୍ୟ ସୁମନ୍ତ ଦାସ,ଯୁବ ସଭାପତି ପ୍ରଭାତ ଜେନା, ସୟଦ ଆଲାମ ଅଲ୍ଲୀ ଓ ସରପଂଚ ଜୟନ୍ତି ବେହେରା ପ୍ରମୁଖ ସାମିଲ ଥିଲେ । ହିନ୍ଦୁସ୍ଥାନ ସମାଚାର/ସୁରେଶ/ବୀଣାପାଣି .......................................
image