Hindusthan Samachar
Banner 2 रविवार, नवम्बर 18, 2018 | समय 06:48 Hrs(IST) Sonali Sonali Sonali Singh Bisht

ସଡ଼କ ଦୂର୍ଘଟଣାରେ ୧ ମୃତ

By HindusthanSamachar | Publish Date: Nov 10 2018 8:47PM
ସଡ଼କ ଦୂର୍ଘଟଣାରେ ୧ ମୃତ
ପଟ୍ଟାମୁଣ୍ଡାଇ, ୧୦ ନଭେମ୍ବର(ହି.ସ.) - ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୁଣ୍ଠି ଗ୍ରାମର ଅର୍ଜ୍ଜୁନ ସୂତାର ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ବଜାରରୁ ଘରକୁ ଫେରୁଥିବାବେଳେ ଗୁଣ୍ଠିଛକ ଠାରେ ସଡକ ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ମୂମୂର୍ଷ ଅବସ୍ଥାରେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image