Hindusthan Samachar
Banner 2 शुक्रवार, नवम्बर 16, 2018 | समय 23:11 Hrs(IST) Sonali Sonali Sonali Singh Bisht

କ୍ରୀଡ଼ାର ବିକାଶ ପାଇଁ ୬ ବୃହତ କମ୍ପାନୀଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର ଆସନ୍ତା ୧୨ରେ

By HindusthanSamachar | Publish Date: Nov 10 2018 8:48PM
କ୍ରୀଡ଼ାର ବିକାଶ ପାଇଁ ୬ ବୃହତ କମ୍ପାନୀଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର ଆସନ୍ତା ୧୨ରେ
ଭୁବନେଶ୍ୱର, ୧୦ ନଭେମ୍ବର(ହି.ସ.) - ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୬ଟି ବୃହତ ଦେଶୀୟ କମ୍ପାନୀମାନଙ୍କ ସହିତ ଆସନ୍ତା ୧୨ ତାରିଖ ଦିନ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ । ଏଗୁଡ଼ିକ ହେଲା- ଜେଏସଡବ୍ଲ୍ୟୁ, ରିଲାଏନ୍ସ ଇଣ୍ଡ୍ରଷ୍ଟିଜ, ଡାଲମିଆ ଭାରତ, ଆଦିତ୍ୟ ବିର୍ଲା, ଆଲୁୱାଲିଆ ଏବଂ ଟାଟା କମ୍ପାନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପର ଟ୍ରଫି ଉନ୍ମୋଚନ କରିବେ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image