Hindusthan Samachar
Banner 2 सोमवार, नवम्बर 19, 2018 | समय 00:57 Hrs(IST) Sonali Sonali Sonali Singh Bisht

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ପାଇଁ ମାନବ ଶୃଙ୍ଖଳ

By HindusthanSamachar | Publish Date: Nov 10 2018 8:21PM
ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ପାଇଁ ମାନବ ଶୃଙ୍ଖଳ
ଭୁବନେଶ୍ୱର, ୧୦ ନଭେମ୍ବର(ହି.ସ.) - ଭୁବନେଶ୍ୱର ସମେତ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଜି ରାଜଧାନୀର ଗାନ୍ଧୀ ମାର୍ଗ ଠାରେ ନବଭାରତ ଆଲୁମିନିୟମ ଆସୋସିଏସନ ପକ୍ଷରୁ ମାନବ ଶୃଙ୍ଖଳ କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲର ପିଲାମାନେ ଅଂଶଗ୍ରହଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image