Hindusthan Samachar
Banner 2 सोमवार, नवम्बर 19, 2018 | समय 00:21 Hrs(IST) Sonali Sonali Sonali Singh Bisht

ଅଜଣା ଗାଡ଼ି ଧକ୍କାରେ ପାଗେଳୀର ମୃତ୍ୟୁ

By HindusthanSamachar | Publish Date: Nov 10 2018 8:23PM
ଅଜଣା ଗାଡ଼ି ଧକ୍କାରେ ପାଗେଳୀର ମୃତ୍ୟୁ
କୋରାଇ, ୧୦ ନଭେମ୍ବର(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ବୈତରଣୀ ବିଜ୍ର ଉପରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏକ ଅଜଣା ଗାଡି ଧକ୍କାରେ ଜଣେ ପାଗେଳୀର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳେ ପୁଲିସ ପହଂଚି ମୃତ ବୃଦ୍ଧାକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ଏକ ମାମଲା ୧୮୧/୧୮ ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି .......................................
image