Hindusthan Samachar
Banner 2 रविवार, नवम्बर 18, 2018 | समय 06:55 Hrs(IST) Sonali Sonali Sonali Singh Bisht

ଚୋରା ବନ୍ଧୁକ ବେପାରୀ ଗିରଫ

By HindusthanSamachar | Publish Date: Nov 10 2018 8:19PM
ଚୋରା ବନ୍ଧୁକ ବେପାରୀ ଗିରଫ
ଭୁବନେଶ୍ୱର, ୧୦ ନଭେମ୍ବର(ହି.ସ.) - କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମ୍ ଚନ୍ଦ୍ରଶେଖରପୁର ଅଂଚଳରୁ ଜଣେ ବନ୍ଧୁକ ଚୋରା ବେପାରୀକୁ ଗିରଫ କରିବା ସହିତ ଗୋଟିଏ ବନ୍ଧୁକ ଏବଂ ଚାରି ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ଇବ୍ରାହିମ ଖାନ୍ । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image