Hindusthan Samachar
Banner 2 रविवार, नवम्बर 18, 2018 | समय 07:14 Hrs(IST) Sonali Sonali Sonali Singh Bisht

ନୟାଗଡ଼ ଜିଲ୍ଲା ମହୋତ୍ସବ ସ୍ମରଣୀକା ଆରଣ୍ୟକ ପାଇଁ ଲେଖା ଆବଶ୍ୟକ

By HindusthanSamachar | Publish Date: Nov 10 2018 8:20PM
ନୟାଗଡ଼ ଜିଲ୍ଲା ମହୋତ୍ସବ ସ୍ମରଣୀକା ଆରଣ୍ୟକ ପାଇଁ ଲେଖା ଆବଶ୍ୟକ
ନୟାଗଡ, ୧୦ ନଭେମ୍ବର(ହି.ସ.) - ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ,୨୦୧୮ ପାଳନ ଅବସରରେ ସ୍ୱତନ୍ତ୍ର ନୟାଗ ଡ଼ ଜିଲ୍ଲା ଗଠନର ରୌପ୍ୟ ଜୟନ୍ତୀ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ପାଇଁ ଜିଲ୍ଲାର ସଂସ୍କୃତି, ଐତିହ୍ୟ, ଜନଜୀବନ, ଅର୍ଥନୀତି, ସାମାଜିକ ବ୍ୟବସ୍ଥା,ବିକାଶ ମୂଳକ ଓ ଫିଚରଧର୍ମୀ ଲେଖା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆବଶ୍ୟକ । ଇଚ୍ଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକମାନଙ୍କ ଠାରୁ ଲେଖା ଆମନ୍ତ୍ରଣ କରାଯାଉଛି । ଲେଖାଗୁଡ଼ିକ ଉଚ୍ଚକୋଟୀର ଓ ସଂକ୍ଷିପ୍ତ ହେବା ଆବଶ୍ୟକ । ଲେଖକମାନେ ଲେଖାଗୁଡ଼ିକୁ ତା.୨୬.୧୧.୨୦୧୭ରିଖ ସନ୍ଧ୍ୟା ୬ଟା ସୁଦ୍ଧା ଉପଜିଲ୍ଲାପାଳ, ନୟାଗଡ଼ଙ୍କୁ ପଠାଇ ପାରିବେ । ଲେଖାଗୁଡ଼ିକ ସିଡି ଓ କଠିନ ନକଲ ଡାକଯୋଗେ, ଇ-ମେଲ(ଡିଆଇପିଆରଓ.ଏନଜିଆରଅଜିମେଲ୍.କମ୍) କିମ୍ବା ବ୍ୟକ୍ତିଗତ ଭାବେ ପଠାଇବାକୁ ଅନୁରୋଧ କରାଯାଉଛି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image