Hindusthan Samachar
Banner 2 शनिवार, नवम्बर 17, 2018 | समय 00:22 Hrs(IST) Sonali Sonali Sonali Singh Bisht

ଜାଲ୍ କାଗଜପତ୍ର ଦ୍ୱାରା ଋଣ ଉଠାଇବା ଅଭିଯୋଗରେ ୪ ଗିରଫ

By HindusthanSamachar | Publish Date: Nov 10 2018 8:20PM
ଜାଲ୍ କାଗଜପତ୍ର ଦ୍ୱାରା ଋଣ ଉଠାଇବା ଅଭିଯୋଗରେ ୪ ଗିରଫ
ଭୁବନେଶ୍ୱର, ୧୦ ନଭେମ୍ବର(ହି.ସ.) - ଜାଲ୍ କାଗଜପତ୍ର ଦେଖାଇ ଋଣ ଉଠାଇଥିବା ଅଭିଯୋଗରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଚାରିଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରେ ରସୁଲଗଡ଼ ଗ୍ରାମ୍ୟବ୍ୟାଙ୍କର ବ୍ରାଂଚ ମ୍ୟାନେଜର ପ୍ରସନ୍ନ କୁମାର ଜେନାଙ୍କ ସମେତ ରାଜଲକ୍ଷ୍ମୀ ପ୍ରଧାନ, ମଦନମୋହନ ପ୍ରଧାନ ଏବଂ ବିକ୍ରମ ଅନ୍ତର୍ଭୁକ୍ତ । ଦୁଇକୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକି ନେଇଥିବା ଅଭିଯୋଗ ସେମାନଙ୍କ ବିରୁଦ୍ଧରେ ରହିଛି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image