Hindusthan Samachar
Banner 2 सोमवार, नवम्बर 19, 2018 | समय 00:24 Hrs(IST) Sonali Sonali Sonali Singh Bisht

ଯଶୋଦା ଫେରୁଛି ଚନ୍ଦକାକୁ

By HindusthanSamachar | Publish Date: Nov 10 2018 8:21PM
ଯଶୋଦା ଫେରୁଛି ଚନ୍ଦକାକୁ
ଭୁବନେଶ୍ୱର, ୧୦ ନଭେମ୍ବର(ହି.ସ.) - ବାଘୁଣୀ ସୁନ୍ଦରୀକୁ କାବୁ କରିବାରେ ବିଶେଷ ସହାୟକ ହୋଇଥିବା କୁମ୍କୀ ହାତୀ ଯଶୋଦାକୁ ଟ୍ରକଯୋଗେ ସାତକୋଶିଆରୁ ଚନ୍ଦକାକୁ ଫେରାଇ ଅଣାଯାଉଛି । ଏଥିପାଇଁ ଦୁଇଦିନ ଧରି ଯୋଜନା କରାଯାଇଥିଲା । ଆଠଦିନ ପରେ ସେ ଚନ୍ଦକାକୁ ଫେରୁଛି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image