Hindusthan Samachar
Banner 2 मंगलवार, दिसम्बर 18, 2018 | समय 18:10 Hrs(IST) Sonali Sonali Sonali Singh Bisht

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ବହୁ ଦଳୀତ ନେତା

By HindusthanSamachar | Publish Date: Oct 13 2018 8:57PM
ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ବହୁ ଦଳୀତ ନେତା
ଧର୍ମଶାଳା,୧୩ଅକ୍ଟୋବର(ହି.ସ.) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରି ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱାଇଁଖଣ୍ଡ ପଂଚାୟତର ୯ନଂ ୱାର୍ଡର ବହୁ ଦଳୀତ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବରୀ ନିର୍ବାଚନ ମଣ୍ଡଳୀର ଯୁବ ନେତା ବିଶ୍ୱ ରଂଜନ ମଲ୍ଲିକଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ । ଶ୍ରୀ ମଲ୍ଲିକ ସେମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଆଗାମୀ ଦିନରେ ବରୀକୁ ବିଜେପି ନେତୃତ୍ୱରେ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳୀତ କର୍ମୀମାନେ ସଙ୍କଳ୍ପ ନେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପିର ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ /
image