By HindusthanSamachar | Publish Date: Oct 13 2018 8:50PMଭୁବନେଶ୍ୱର,୧୩ ଅକ୍ଟୋବର(ହି.ସ.)- ଭୁବନେଶ୍ୱର କମିଶନରେଟ ପୋଲିସର କ୍ୱିକ୍ ଆକ୍ସନ ଟିମ୍ ଏକ ଚୋରାବନ୍ଧୁକ ବେପାରୀକୁ ଗିରଫ କରିଛନ୍ତି । ତାଠାରୁ ମାଉଜର ଓ ଜୀବନ୍ତ ଗୁଳି ଜବତ କରାଯାଇଛି । ଏହି ବେପାରୀର ଘର ପୁରୀ ଜିଲ୍ଲାରେ ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର/ଭାନୁ