Hindusthan Samachar
Banner 2 बुधवार, दिसम्बर 12, 2018 | समय 16:32 Hrs(IST) Sonali Sonali Sonali Singh Bisht

ଚୋରା ବନ୍ଧୁକ ବେପାରୀ ଗିରଫ

By HindusthanSamachar | Publish Date: Oct 13 2018 8:50PM
ଚୋରା ବନ୍ଧୁକ ବେପାରୀ ଗିରଫ
ଭୁବନେଶ୍ୱର,୧୩ ଅକ୍ଟୋବର(ହି.ସ.)- ଭୁବନେଶ୍ୱର କମିଶନରେଟ ପୋଲିସର କ୍ୱିକ୍ ଆକ୍ସନ ଟିମ୍ ଏକ ଚୋରାବନ୍ଧୁକ ବେପାରୀକୁ ଗିରଫ କରିଛନ୍ତି । ତାଠାରୁ ମାଉଜର ଓ ଜୀବନ୍ତ ଗୁଳି ଜବତ କରାଯାଇଛି । ଏହି ବେପାରୀର ଘର ପୁରୀ ଜିଲ୍ଲାରେ ଜଣାପଡ଼ିଛି । ହିନ୍ଦୁସ୍ଥାନ ସମାଚାର/ଭାନୁ
image