Hindusthan Samachar
Banner 2 रविवार, अक्तूबर 21, 2018 | समय 11:27 Hrs(IST) Sonali Sonali Sonali Singh Bisht

ସଟ୍ ସର୍କିଟ : ବ୍ୟାଙ୍କରେ ଅଗ୍ନିକାଣ୍ଡ

By HindusthanSamachar | Publish Date: Oct 13 2018 8:50PM
ସଟ୍ ସର୍କିଟ : ବ୍ୟାଙ୍କରେ ଅଗ୍ନିକାଣ୍ଡ
ଭୁବନେଶ୍ୱର,୧୩ ଅକ୍ଟୋବର(ହି.ସ.)- ପାରାଦ୍ୱୀପ ଅଂଚଳରେ ଥିବା ପଞ୍ଜାବ ଓ ସିନ୍ଧ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି । ସଟ୍ ସର୍କିଟ ଯୋଗୁଁ ଏହା ଘଟିଛି ବୋଲି ବ୍ୟାଙ୍କ କର୍ତୃପକ୍ଷ ପ୍ରକାଶ କରିଛନ୍ତି । ଅଗ୍ନିବାହିନୀ ଦୀର୍ଘ ସମୟ ଧରି ବହୁ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ କମ୍ପ୍ୟୁଟର ଓ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ହିନ୍ଦୁସ୍ଥାନ ସମାଚାର/ଭାନୁ
image