Hindusthan Samachar
Banner 2 मंगलवार, दिसम्बर 18, 2018 | समय 19:33 Hrs(IST) Sonali Sonali Sonali Singh Bisht

ସାମ୍ବାଦିକ ଉତ୍କଳ ଜେନାଙ୍କ ବିୟୋଗରେ ଜେୟୁଜେର ଶ୍ରଦ୍ଧାଂଜଳୀ ସଭା

By HindusthanSamachar | Publish Date: Oct 13 2018 8:52PM
ସାମ୍ବାଦିକ ଉତ୍କଳ ଜେନାଙ୍କ ବିୟୋଗରେ ଜେୟୁଜେର ଶ୍ରଦ୍ଧାଂଜଳୀ ସଭା
କୋରେଇ,୧୩ ଅକ୍ଟୋବର(ହି.ସ.)- ଯାଜପୁର ଜିଲ୍ଲା ସମ୍ବାଦିକ ୟୁନିଅନ ପକ୍ଷରୁ ଜିଲ୍ଲା ସଙ୍ଘର କାର୍ଯ୍ୟାଳୟ ସମ୍ପାଦକ ତଥା ସମ୍ବାଦିକ ଉତ୍କଳ ଜେନାଙ୍କ ବିୟୋଗରେ ପାଣିକୋଇଲି ମା ତାରିଣୀ ପୀଠରେ ଶନିବାର ଅପରାହ୍ନରେ ଏକ ଶ୍ରଦ୍ଧାଂଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କ ଅମରଆତ୍ମାର ସଦଗଦି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଭାପତି ସୁବାସ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଂଜଳୀ ସଭାରେ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଜେୟୁଜେର ଉପଦେଷ୍ଟା କୈ÷ଳାସ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଚିନ୍ତାମଣୀ ପାଢୀ, ଓୟୁଜେ ଉପସଭାପତି ରାଜୀବ ମହାନ୍ତି, ଇଂ ଆଲେକଜାଣ୍ଡାର ଦାସ, ଉଦୟନାଥ ଖଣ୍ଡାଇ, ରବିନ୍ଦ୍ର ପରିଡା, ରଣଜିତ ରାଉତ, ପ୍ରଶାନ୍ତ ନାୟକ, ପ୍ରଦୀପ୍ତ ପୃଷ୍ଟି, ପ୍ରତାପ ଦାସ, ପବିତ୍ର ରାଉତରାୟ, ଅବିନେଶ୍ୱର ଶତପଥି, ମନୋଜ ପରିଡ. ସମର ବିଜୟ ଶରଣ, ଅକ୍ଷୟ ଜେନା ଚନ୍ଦ୍ରଶେଖର ସାହୁ,ପ୍ରମୁଖ ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ପ୍ରକାଶ ରାଉତ, ଉମାକାନ୍ତ ରାଉତ, ନିରଂଜନ ପଣ୍ଡା, ମହେଶ୍ୱର ସାହୁ, ଅକ୍ଷୟ ନାୟକ, ଅମୂଲ୍ୟ ବରାଳ, ଜଗମୋହନ ରାଉତ, ଦିପକ ଦାସ, ସୁରେନ୍ଦ୍ର ଜେନା, ସୁଶାନ୍ତ ସାହୁ, କୈଳାସ ମଲ୍ଲିକ, ଚିନ୍ମୟ ନାୟକ, ରଶ୍ମୀରଂଜନ ମହାନ୍ତି, ଅଜୟ କୁମାର ଜେନା, ସ୍ୱପ୍ନାନନ୍ଦ ଦାସ, ମାନସ ରଂଜନ ଜେନା, ଅଖିଳ ସ୍ୱାଇଁ, ରଶ୍ମୀରଂଜନ ରାୟ, ଶ୍ରୀମନ୍ତ ରାୟ, ଜତିନ୍ଦ୍ର କର, ମନୋଜ ପୃଷ୍ଟି. ସମରେନ୍ଦ୍ର ମାହାଲା, ସମୀର ଦାସ, ପ୍ରଫୁଲ୍ଲ ଦାସ, ଗୋକୁଳାନନ୍ଦ ସାହୁ, ପ୍ରମୁଖ ସ୍ୱର୍ଗତ ଜେନାଙ୍କୁ ଶ୍ରଦ୍ଧା ସୁମନ ଅର୍ପର୍ଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସମ୍ବାଦିକ ଯୋଗଦାନ କରିଥିବା ବେଳେ ଶେଷରେ ତାରିଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପର୍ଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
image