Hindusthan Samachar
Banner 2 रविवार, अक्तूबर 21, 2018 | समय 09:24 Hrs(IST) Sonali Sonali Sonali Singh Bisht

୨ ମତ୍ସ୍ୟଜୀବିଙ୍କ ମୃତେଦହ ଉଦ୍ଧାର : ୧ନିଖୋଜ

By HindusthanSamachar | Publish Date: Oct 13 2018 8:41PM
୨ ମତ୍ସ୍ୟଜୀବିଙ୍କ ମୃତେଦହ ଉଦ୍ଧାର : ୧ନିଖୋଜ
ଭୁବନେଶ୍ୱର,୧୩ ଅକ୍ଟୋବର(ହି.ସ.)- ଗତ ୧୦ ତାରିଖରେ ଗୋପାଳପୁରରେ ହୋଇଥିବା ସାମୁଦ୍ରିକ ଝଡ଼ ତିତଲି ବାତ୍ୟା ସମୟରେ ସମୁଦ୍ରରେ ନିଖୋଜ ଯାଇଥିବା ୩ ଜଣ ମତ୍ସ୍ୟଜୀବିଙ୍କ ମଧ୍ୟରୁ ଆର୍ଯ୍ୟାପଲୀ ସାମୁଦ୍ରିକ ଥାନା ପୋଲିସ ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି । ଆଉ ଜଣଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ହିନ୍ଦୁସ୍ଥାନ ସମାଚାର/ଭାନୁ
image