Hindusthan Samachar
Banner 2 बुधवार, सितम्बर 26, 2018 | समय 12:45 Hrs(IST) Sonali Sonali Sonali Singh Bisht

ଦୁଇ ନାବାଳିକା ଉଦ୍ଧାର

By HindusthanSamachar | Publish Date: Sep 16 2018 8:26PM
ଦୁଇ ନାବାଳିକା ଉଦ୍ଧାର
ବାଲେଶ୍ୱର, ୧୬ ସେପ୍ଟେମ୍ବର (ହି.ସ.)- ଜିଲ୍ଲାର ସୋରୋ ରେଳ ଷ୍ଟେସନରୁ ଦୁଇ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ସେମାନଙ୍କୁ କାରୁବାଇ କନ୍ୟାଶ୍ରମରେ ରଖାଯାଇଛି । ପରେ ସେମାନଙ୍କୁ ଖଇରା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ଦୁଇ ନାବାଳିକା ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ଗତକାଲି ରାତିରେ ସୋରୋ ଷ୍ଟେସନରେ ଏମାନଙ୍କୁ ଦେଖି କିଛି ଲୋକ ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲା । ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
image